ପାଣି ପିଇବାର ଠିକ ସମୟ ଏବଂ ଠିକ ପଦ୍ଧତି ଜାଣନ୍ତୁ, ନିଜ ଶରୀରକୁ ସୁସ୍ଥ ରଖନ୍ତୁ।

ପାମେ ସମସ୍ତେ ଜାଣିଛେ ଜଳ ହିଁ ଜୀବନ। କିନ୍ତୁ ଆପଣ ଜାଣିଛନ୍ତି କି ପାଣି କୁ ବି ଠିକ ସମୟ ଏବଂ ଠିକ ପଦ୍ଧତିରେ ପିଇବା ନିହାତି ଜରୁରୀ, ନଚେତ ଶରୀର ପ୍ରତି କ୍ଷତିକାରକ ହୋଇପାରେ।

ପାଣି ପିଇବା ର ସଠିକ ସମୟ ଏବଂ ପଦ୍ଧତି :

  • ସକାଳୁ ଉଠିବା ପରେ ପାଣି ପିଇବା ଦ୍ଵାରା ଶରୀର ଆକ୍ଟିଭ ହୋଇଥାଏ।
  • ଶାରିରୀକ ପରିଶ୍ରମ (workout) ପରେ ପାଣି ପିଇବା ଦ୍ଵାରା ହାର୍ଟ ବିଟ ନର୍ମାଲ ରହିଥାଏ।
  • ଗାଧୋଇ ଯିବା ଆଗରୁ ପାଣି ପିଇବା ଦ୍ଵାରା ବିପି ଠିକ ରହିଥାଏ।
  • ଭୋଜନ କରିବାର ଅଧଘଣ୍ଟା ପରେ ପାଣି ପିଇବା ଦ୍ଵାରା ପାଚନ ମଜବୁତ ହୋଇଥାଏ।
  • ପାଣି ସଦାବେଳେ ବସିକି ପିଇବା ଉଚିତ। ଠିଆ ହୋଇ ପାଣି ପିଇବା ଦ୍ଵାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇଥାଏ।

Leave a Reply

Your email address will not be published. Required fields are marked *