କିଛି ମିନିଟରେ ହିଁ ଘୋଡ଼ ନିଦରେ ଶୋଇଯିବେ! ନିଦ୍ରାହୀନତା ରୁ ମୁକ୍ତି ପାଇବେ। କରନ୍ତୁ ଏହି ଉପାୟ…..
ପରିବର୍ତ୍ତିତ ଜୀବନଶୈଳୀରେ ନିଦ୍ରାହୀନତା ଅଧିକାଂଶ ଲୋକଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଭୁଲ ଖାଇବା ଅଭ୍ୟାସ ଏବଂ ଅତ୍ୟଧିକ ଚାପ ନିଦ୍ରାହୀନତାର ସବୁଠାରୁ ବଡ କାରଣ। ଶୀଘ୍ର ଶୋଇବା ପାଇଁ ଆକ୍ୟୁପ୍ରେସରର ଏକ ନିଶ୍ଚିତ ଫର୍ମୁଲା ଅଛି। ବିଶେଷଜ୍ଞମାନେ କହିଛନ୍ତି ଯେ ରାତିରେ ଶୋଇବା ସମୟରେ ଏକ ଛୋଟ ପରିବର୍ତ୍ତନ ଆପଣଙ୍କୁ ଆଖି ପିଛୁଳାକେ ଶୋଇପାରେ | ବିଶେଷଜ୍ଞମାନେ କହିଛନ୍ତି ଯେ ବାସ୍ତବରେ କାନ ନିକଟରେ ଏକ ପ୍ରକାର ମ୍ୟାଜିକ୍ ବଟନ୍ ଅଛି, … Read more