ଆପଣଙ୍କ ଶରୀର ରେ ଧଳା ଦାଗ ଅଛି କି? ତେବେ ଆସନ୍ତୁ ଜାଣିବା ଏହାକୁ ହଟାଇବା ପାଇଁ ଘରୋଇ ଉପଚାର ।
ଧଳା ଦାଗଗୁଡ଼ିକ ଲ୍ୟୁକୋଡର୍ମା (Leucoderma) କିମ୍ବା ଭିଟିଲିଗୋ (Vitiligo) ଭାବରେ ମଧ୍ୟ ଜଣାଶୁଣା ।ଭିଟିଲିଗୋ ହେଉଛି ଏକ ବ୍ୟାଧି ଯାହା ଶରୀରର ବିଭିନ୍ନ ଅଙ୍ଗର ଚର୍ମରେ ଧଳା ଦାଗ ସୃଷ୍ଟି କରେ । ଏହା ଏଥିପାଇଁ ହୋଇଥାଏ କି ଚର୍ମରେ ଥିବା ରଙ୍ଗ ତିଆରି କରୁଥିବା କୋଷଗୁଡ଼ିକ ନଷ୍ଟ ହୋଇଯାଏ, ଏହି କୋଷଗୁଡ଼ିକୁ ମେଲାନୋସାଇଟ୍ କୁହାଯାଏ । ଯଦି ଶରୀରରେ ଧଳା ଦାଗ ଅଧିକ ଦେଖାଯିବା ଆରମ୍ଭ କରେ, ତେବେ ଯଥାଶୀଘ୍ର ଡାକ୍ତରଙ୍କୁ ଦେଖା କରନ୍ତୁ । … Read more