ସାପ କାମୁଡିଲେ, କଣ କରିବା ଉଚିତ……
ସାପ କାମୁଡ଼ିବା ଘଟଣାରେ ଅନେକ ଥର ଏପରି ହୁଏ, ଆମେ ଜାଣି ନଥାଉ କଣ କରିବା ଉଚିତ୍ ଏବଂ କଣ କରିବା ଉଚିତ୍ ନୁହେଁ। ଏଭଳି ପରିସ୍ଥିତିରେ ଏକ ଛୋଟ ଭୁଲ ମଧ୍ୟ ରୋଗୀଙ୍କୁ ମୃତ୍ୟୁ ଆଡକୁ ନେଇପାରେ। ସାପ କାମୁଡ଼ିବା ପରେ କଣ କରିବା ଆସନ୍ତୁ ଜାଣିବା : ଯଦି କୌଣସି ବ୍ୟକ୍ତିକୁ ସାପ କାମୁଡ଼େ, ତେବେ ସର୍ବପ୍ରଥମେ ତାଙ୍କୁ ସିଧା ଶୋଇବାକୁ ଦିଅ, ଏବଂ ବିଳମ୍ବ ନକରି ଶୀଘ୍ର ଡାକ୍ତରଖାନା ନେବାକୁ ଚେଷ୍ଟା କର। … Read more