ଖଜୁରୀ ଖାଇବା ଦ୍ୱାରା ଶରୀରରେ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ ।
ଖଜୁରୀ ରୁ ମିଳୁଥିବା ଲାଭ : ହିମୋଗ୍ଲୋବିନ ସ୍ତର ବଢ଼ାଏ : ଯେଉଁମାନଙ୍କର ଶରୀରରେ ହିମୋଗ୍ଲୋବିନ ସ୍ତର କମ୍ ଥାଏ, ଡାକ୍ତରମାନେ ସେମାନଙ୍କୁ ଖଜୁରୀ ଖାଇବାକୁ ପରାମର୍ଶ ଦିଅନ୍ତି। ରକ୍ତର ହିମୋଗ୍ଲୋବିନ ସ୍ତରର ଉନ୍ନତି ସହିତ ଏହା ଶାରୀରିକ ବଳ ବଢ଼ାଇବା ପାଇଁ ମଧ୍ୟ କାମ କରେ। ତେବେ ମଧ୍ୟାହ୍ନ ଭୋଜନ ପରେ ଏହାକୁ ଖାଆନ୍ତୁ। ଦିନରେ ଭୋଜନ ମଧ୍ୟରେ ପିଲାମାନଙ୍କୁ ଖଜୁରୀ ଦେବା ଏକ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଭଲ ନିଦ : … Read more