ଆପଣଙ୍କ ମଧ୍ୟ ଅଧିକ ଝାଳ ବାହାରୁଛି କି? ଆୟୁର୍ବେଦ ଅନୁଯାୟୀ ଏହାର ଚିକିତ୍ସା କ’ଣ ଜାଣନ୍ତୁ।
ଗ୍ରୀଷ୍ମ ଋତୁରେ ଆମ ସମସ୍ତଙ୍କ ଶରୀରରୁ ଝାଳ ବାହାରିଥାଏ। ଅବଶ୍ୟ, କେତେକ କ୍ଷେତ୍ରରେ, ଶୀତ ଋତୁରେ ମଧ୍ୟ ଆପଣଙ୍କ ଝାଳ ବହାରିପରେ, ଯେପରିକି ଯେତେବେଳେ ଆମେ କୌଣସି ଶାରୀରିକ ପରିଶ୍ରମ, ବ୍ୟାୟାମ କିମ୍ବା କିଛି କଠିନ କାର୍ଯ୍ୟ କରିଥାଉ। ଶରୀରରୁ ଝାଳ ବାହାରିବା ଅତ୍ୟନ୍ତ ସ୍ୱାଭାବିକ ଏବଂ ଶରୀରର ତାପମାତ୍ରା ହ୍ରାସ କରିବା ପାଇଁ ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଝାଳ ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। … Read more