ଅଧିକାଂଶ ମହିଳା କେଶ ଧୋଇବାବେଳେ କରନ୍ତି ଏହି 2ଟି ଭୁଲ, ଯାହା ଦ୍ଵାରା ହୋଇଥାଏ କେଶ ଝଡ଼ିବାର ସମସ୍ୟା।
କେଶର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଆମେ କେତେ କଣ କରୁ, କିନ୍ତୁ ଏହା କେଶ ସହିତ ଜଡିତ ଅନେକ ସମସ୍ୟା ଆମକୁ ସବୁବେଳେ ହଇରାଣ କରିଥାଏ। କେଶ ଝଡିବା ଏବଂ ସେମାନଙ୍କର ଫ୍ରିଜି ବା ଝାଉଁଳିବା ନିଶ୍ଚିତ ଭାବରେ ସବୁଠାରୁ ବଡ ସମସ୍ୟା। କିନ୍ତୁ ଆପଣ କେବେ ଭାବିବାକୁ ଚେଷ୍ଟା କରିଛନ୍ତି କି ଏହା ମଧ୍ୟ ଆପଣଙ୍କର କିଛି ଭୁଲ ହେତୁ ହୋଇପାରେ। କେଶ ସଫା କରିବା ଜରୁରୀ ଅଟେ ଏବଂ ସପ୍ତାହରେ ଅତି କମରେ ଦୁଇଥର … Read more