ଆଖୁ ରସ ପିଇବା ଏବଂ ମୁହଁରେ ଲଗାଇବା ଦ୍ଵାରା ଏହି 4 ଟି ତ୍ବଚାର ସମସ୍ୟା ଦୂର ହୋଇଥାଏ।
ଗରମ ଦିନରେ 1 ଗ୍ଲାସ୍ ଆଖୁ ରସ ପିଇବା ଦ୍ୱାରା ତୁମର ଥକ୍କା ପଣ ଏବଂ ତୃଷା ତୁରନ୍ତ ଦୂର ହୋଇଯାଏ। ଏହା ଆମ ଶରୀରକୁ ସକ୍ରିୟ ଏବଂ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ। ଆଖୁ ରସରେ କାର୍ବୋହାଇଡ୍ରେଟ୍, ମିନେରାଲ୍ସ, ପ୍ରୋଟିନ୍, ଆଇରନ୍, ଜିଙ୍କ୍, ପୋଟାସିୟମ୍ ଏବଂ ଭିଟାମିନ୍ ଇତ୍ୟାଦି ଅନେକ ପୋଷକ ତତ୍ତ୍ୱ ରେ ଭରପୂର ଅଟେ। ଆଖୁ ରସ କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ବରଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର … Read more