ପାଣି ବୋତଲରେ ଏକ୍ସପାଏରି ଡେଟ୍ ଲେଖାଯାଇଥାଏ କାହିଁକି? ତେବେ କଣ ପାଣି ର ବି ଏକ୍ସପାଏରି ଡେଟ୍ ଥାଏ ଆସନ୍ତୁ ଜାଣିବା…
ଜଳ ହିଁ ଜୀବନ। ମଣିଷର ଅସ୍ତିତ୍ୱ ବଞ୍ଚାଇ ରଖିବା ପାଇଁ ଜଳର ଆବଶ୍ୟକତା ରହିଛି। ଏବେ, ଗ୍ରୀଷ୍ମ ଋତୁ ଯୋଗୁ ଲୋକେ ଅଧିକ ରୁ ଅଧିକ ପାଣି ପିଉଥିବା ଦେଖିବାକୁ ମିଳୁଛି। ତେବେ, ଘରଠାରୁ ବାହାରେ ରହୁଥିଲେ ଆମ୍ଭେ ସାଧରଣତଃ ଦୋକାନରେ ମିଳୁଥିବା ୱାଟର୍ ବୋତଲ ହିଁ ପିଇବାକୁ ପସନ୍ଦ କରିଥାଉ। ପାଣି ବୋତଲ କିଣିବା ସମୟରେ ଏଥିରେ ମଧ୍ୟ ଏକ୍ସପାଏରି ଡେଟ୍ ଲେଖା ହୋଇଥିବା ଦେଖିବାକୁ ମିଳେ। ତେବେ, ପାଣି ତ କେବେ ଖରାପ ହୁଏ … Read more