ଆପଣଙ୍କ ଦାନ୍ତରେ କଳା ପୋକ ହୋଇଯାଇଛି କି? ତେବେ ତୁରନ୍ତ ଘରେ ତିଆରି କରନ୍ତୁ ଏହି ହର୍ବାଲ ପାଉଡର। ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦାନ୍ତ କ୍ୟାଭିଟି ହେବ ଦୂର…
ଦାନ୍ତରେ ହୋଇଥିବା କଳା ପୋକଗୁଡିକ ପ୍ରକୃତରେ କ୍ୟାଭିଟି (Cavities) ଅଟେ। ଯାହା ଦାନ୍ତ ପୃଷ୍ଠରେ ଜୀବାଣୁ କାରଣରୁ ହୋଇଥାଏ। ଏହି କ୍ୟାଭିଟି (Cavities) ଯୋଗୁଁ, ଦାନ୍ତରେ କଣା ହେବା ମଧ୍ୟ ଆରମ୍ଭ ହୁଏ, ଯେଉଁଥିପାଇଁ ଦାନ୍ତ ଫମ୍ପା ହୋଇଯାଏ ଏବଂ ଅକାଳରେ ଭାଙ୍ଗିଯାଏ। ଦାନ୍ତର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରେ ହର୍ବାଲ ପାଉଡର ପ୍ରସ୍ତୁତ କରିପାରିବେ। ଏହା କେବଳ ଏହି ପୋକକୁ ବାହାର କରିବ ନାହିଁ ବରଂ ଦାନ୍ତକୁ ସଫା ଏବଂ ଧଳା … Read more