ଯଦି ଆପଣଙ୍କ ଦୃଷ୍ଟିଶକ୍ତି କମିଯାଇଛି ଏବଂ ବିନା ଚଷମା ରେ ଠିକ ଭାବରେ ଦେଖିପାରୁନାହାନ୍ତି, ତେବେ କରନ୍ତୁ ଏହି ସରଳ ଉପାୟ। ଆଉ ଚଷମା ର ଆବଶ୍ୟକ ପଡିବ ନାହିଁ…
ସକାଳୁ ଉଠିବା ପରେ ହାତ ପାପୁଲିକୁ ଘଷି ଉଷୁମ ପାପୁଲିକୁ ଆଖିରେ ଲଗାନ୍ତୁ। ନିଜ ଛେପ କୁ ଆଖିରେ କଜଳ ପରି ଲଗାନ୍ତୁ। ହାତର 2ଟି ଆଙ୍ଗୁଳି କୁ ଭୃଲତାର ମଝିରେ ରଖି ଦବାନ୍ତୁ। ଦୁଇ ହାତ ର ଆଙ୍ଗୁଳିଗୁଡିକୁ ଦୁଇ ଆଖିର ଚାରିପଟେ କିଛି ସମୟ clockwise ଏବଂ କିଛି ସମୟ anticlockwise direction ରେ tap କରନ୍ତୁ। ଶେଷରେ ପୁଣି ଦୁଇ ହାତକୁ ଘଷି ଗରମ ପାପୁଲିକୁ ଆଖିରେ ଲଗାନ୍ତୁ। ଆଖିର ବ୍ୟାୟାମ : … Read more