ଆପଣ ବି ବେଳେବେଳେ ବେଶୀ ଗରମ ଅନୁଭବ କରୁଛନ୍ତି କି? ହଠାତ ମୁଣ୍ଡ ବୁଲେଇ ହେଉଛି କି? ତେବେ ଏହା ହଟ ଫ୍ଲାସ (hot flash) ସମସ୍ୟାର ଲକ୍ଷଣ ହୋଇପାରେ। ଆସନ୍ତୁ ଜାଣିବା ହଟ ଫ୍ଲାସ କଣ? ଏହା କାହିଁକି ଘଟେ ଏବଂ ଏହାର ଚିକିତ୍ସା କ’ଣ?
ଶରୀରରେ କିଛି ହରମୋନର ଅସନ୍ତୁଳନ ହେତୁ ହଟ ଫ୍ଲାସର ସମସ୍ୟା ଦେଖାଯାଏ। ଏହି ସମସ୍ୟା ଉଭୟ ମହିଳା ଏବଂ ପୁରୁଷଙ୍କଠାରେ ଦେଖାଯାଏ ଏବଂ ଉଭୟଙ୍କ ମଧ୍ୟରେ ଏହି ସମସ୍ୟା 50 ବର୍ଷ ବୟସ ପରେ ଅଧିକ ଦେଖାଯାଏ। ହଟ୍ ଫ୍ଲାସ୍ ହେଉଛି ଏକ ସମସ୍ୟା ଯେଉଁଥିରେ ଶରୀରରର ହଠାତ୍ ଗରମ ଅନୁଭବ ହୁଏ, ଭୟ ଆରମ୍ଭ ହୁଏ ଏବଂ ହୃଦସ୍ପନ୍ଦନ ବଢ଼ିଯାଏ। ହର୍ମୋନ୍ର ଅସନ୍ତୁଳନ, ପିତ୍ତ ଦୋସର ବୃଦ୍ଧି ଏବଂ ବାୟୁ ଦୋସର ଅସନ୍ତୁଳନ ହେତୁ ହଟ … Read more