ଗର୍ଭାବସ୍ଥାରେ ଯୌନ ସମ୍ପର୍କ ରଖିବା ସୁରକ୍ଷିତ କି?

ହଁ, ଯଦି ଆପଣଙ୍କର ଗର୍ଭଧାରଣରେ କୌଣସି ଜଟିଳତା ନଥାଏ ଏବଂ ଏହା ଏକ ସୁସ୍ଥ ଗର୍ଭଧାରଣ ତେବେ ସେକ୍ସ କରିବାରେ କୌଣସି ଅସୁବିଧା ନାହିଁ। Mucus plug ର ମୋଟା ସ୍ତର ଯାହା ଗର୍ଭାଶୟକୁ ସିଲ୍ କରେ। ଆପଣଙ୍କ ଶିଶୁକୁ ଯେକୌଣସି ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ଏହା ବ୍ୟତୀତ ଆମନିଓଟିକ୍ ଥଳି ଏବଂ ଆପଣଙ୍କ ଗର୍ଭାଶୟର ଶକ୍ତିଶାଳୀ ମାଂସପେଶୀ ମଧ୍ୟ ଆପଣଙ୍କ ଶିଶୁକୁ ସୁରକ୍ଷିତ ରଖେ।

ତଥାପି, ଏପରି କିଛି ପରିସ୍ଥିତି ଅଛି ଯେଉଁଠାରେ ଆପଣ ଯୌନ ସମ୍ପର୍କ ରଖିବା ସମୟରେ ସାବଧାନ ହେବା ଉଚିତ୍।

ଆପଣ ହୁଏତ ଶୁଣିଥିବେ ଯେ ଗର୍ଭାବସ୍ଥାରେ ଯୌନ ସମ୍ପର୍କ ରଖିବା ଦ୍ବାରା ଶିଶୁ ର ସମୟ ପୂର୍ବରୁ ଜନ୍ମ ହୋଇଥାଏ।

ଗର୍ଭାଶୟରେ କୌଣସି ଦୁର୍ବଳତା ଥିଲେ ସେକ୍ସ କରିବା ଉଚିତ ନାହିଁ।

ଛୁଆ ତଳ କୁ ଖସି ଯାଇଥିଲେ ସେକ୍ସ କରିବା ଉଚିତ ନାହିଁ।

ଯଦି ଯୋନୀରେ କୌଣସି ସଂକ୍ରମଣ ଥାଏ ଇତ୍ୟାଦି।

Leave a Comment