Skip to content
- ପେଟର ଚର୍ବି ହ୍ରାସ କରେ ଜିରା ପାଣି। ଜିରା ପାଣି ହଜମ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ ଏବଂ ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ।
- ପାନମହୁରୀ ପାଣି ପେଟର ଚର୍ବିକୁ ହ୍ରାସ କରିଥାଏ।
- ଜୁଆଣି କୁ ପାଣିରେ ମିଶାଇ 2 ରୁ 3 ଘଣ୍ଟା ରଖନ୍ତୁ। ଏହି ପାଣି କୁ ପିଇଲେ ପେଟର ଚର୍ବିକୁ ହ୍ରାସ ହୋଇ ଥାଏ।
- ଖାଲି ପେଟରେ ଲେମ୍ବୁ ପାଣି କୁ ପିଇଲେ ପେଟର ଚର୍ବିକୁ ହ୍ରାସ କରେ।
- ପେଟର ଚର୍ବି ହ୍ରାସ କରିବାରେ ଗ୍ରୀନ୍ ଟି ବହୁତ ସାହାଯ୍ୟ କରେ।
- ପେଟର ଚର୍ବି କୁ ହ୍ରାସ କରିବାକୁ ହେଲେ ମିଠା ଖାଆନ୍ତୁ ନାହିଁ।
- ପେଟର ଚର୍ବି କମାଇବା ପାଇଁ, ଯଥେଷ୍ଟ ଶୋଇବା ମଧ୍ୟ ଆବଶ୍ୟକ।
- ପାଇଡ଼ ପାଣିରେ ଅନ୍ୟ ଫଳ ଅପେକ୍ଷା ଅଧିକ ଇଲେକ୍ଟ୍ରୋଲାଇଟ୍ ଥାଏ।
- ପେଟକୁ କମାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବ୍ୟାୟାମ କରିବା।
- ପାଣିରେ ମହୁ ମିଶାଇ ପିଅନ୍ତୁ।