ଯଦି ଆପଣଙ୍କ ଦୃଷ୍ଟିଶକ୍ତି କମିଯାଇଛି ଏବଂ ବିନା ଚଷମା ରେ ଠିକ ଭାବରେ ଦେଖିପାରୁନାହାନ୍ତି, ତେବେ କରନ୍ତୁ ଏହି ସରଳ ଉପାୟ। ଆଉ ଚଷମା ର ଆବଶ୍ୟକ ପଡିବ ନାହିଁ…

  • ସକାଳୁ ଉଠିବା ପରେ ହାତ ପାପୁଲିକୁ ଘଷି ଉଷୁମ ପାପୁଲିକୁ ଆଖିରେ ଲଗାନ୍ତୁ।
  • ନିଜ ଛେପ କୁ ଆଖିରେ କଜଳ ପରି ଲଗାନ୍ତୁ।
  • ହାତର 2ଟି ଆଙ୍ଗୁଳି କୁ ଭୃଲତାର ମଝିରେ ରଖି ଦବାନ୍ତୁ।
  • ଦୁଇ ହାତ ର ଆଙ୍ଗୁଳିଗୁଡିକୁ ଦୁଇ ଆଖିର ଚାରିପଟେ କିଛି ସମୟ clockwise ଏବଂ କିଛି ସମୟ anticlockwise direction ରେ tap କରନ୍ତୁ।
  • ଶେଷରେ ପୁଣି ଦୁଇ ହାତକୁ ଘଷି ଗରମ ପାପୁଲିକୁ ଆଖିରେ ଲଗାନ୍ତୁ।

ଆଖିର ବ୍ୟାୟାମ :

  • ସକାଳୁ ଉଠିବା ପରେ କିଛି ସମୟ ପାଇଁ ବଡ଼ ବଡ଼ ଆଖି କରି ଖୋଲନ୍ତୁ ଏବଂ ବନ୍ଦ କରନ୍ତୁ।
  • ଗୋଟିଏ ନିର୍ଦ୍ଧିଷ୍ଟ ଜିନିଷକୁ ଲକ୍ଷ କରି ମୁଣ୍ଡ କୁ ସିଧା ରଖି କେବଳ ଆଖିକୁ ବାମ ଏବଂ ଡ଼ାହାଣ କରି 10 ଥର ବୁଲାନ୍ତୁ।
  • ସେହିପରି ଉପର ଏବଂ ତଳ କୁ 10 ଥର ଦେଖନ୍ତୁ।
  • ସେହିପରି ଆଖିକୁ ଗୋଲାକାର ରେ clockwise direction ରେ 10 ଥର ଏବଂ anticlockwise direction ରେ 10 ଥର ବୁଲାନ୍ତୁ।

ଏହା କରିବା ଦ୍ଵାରା କିଛି ଦିନ ମଧ୍ୟରେ ଆପଣଙ୍କ ଆଖିରୁ ଚଷମା ହଟିଯିବ। ଆପଣ ବିନା ଚଷମାରେ ସବୁକିଛି ଦେଖିପାରିବେ।

Leave a Comment