ସବୁ ପୁରୁଷ ଚାହିଁଥାନ୍ତି କି ତାଙ୍କ ଶରୀର ସବୁବେଳେ ସ୍ଵସ୍ଥ ଓ ଫିଟ ଦେଖାଯାଉ । କିନ୍ତୁ କିଛି ଲୋକଙ୍କ ଭୁଲ ଖାଦ୍ୟ ଖାଇବା କାରଣରୁ ତାଙ୍କ ଶରୀର ଦୁର୍ବଳ ହୋଇ କେତେ ପ୍ରକାରର ରୋଗର ସ୍ବୀକାର ହୋଇଥାଏ । ଏଥିପାଇଁ ଆମେ ଆପଣଙ୍କୁ 4ଟି ଏମିତି ଜିନିଷ ବିଷୟରେ କହିବୁ, ଯାହା ସେବନ କଲେ ଆପଣଙ୍କ ଶରୀର ଦୁର୍ବଳ ହେବନି ଓ ଆପଣ ସମ୍ପୂର୍ଣ୍ଣ ଭାବରେ ଫିଟ ହୋଇଯିବେ ।
ଅଣ୍ଡା :
ଅଣ୍ଡା ପ୍ରୋଟିନ ଓ କ୍ୟାଲସିୟମ ରେ ପରିପୂର୍ଣ୍ଣ । ଯାହାକୁ ସେବନ କଲେ ଶରୀରକୁ ଉର୍ଜା ମିଳିଥାଏ । ଅଣ୍ଡାରେ ଭିଟାମିନ ଓ ଓମେଗା 3 ଫେଂଟୀ ଏସିଡ ପରି ପୋଷକ ତତ୍ୱ ରହିଥାଏ । ଏହାକୁ ଖାଇଲେ ଶରୀର ଶକ୍ତିଶାଳୀ ହୋଇଥାଏ ଓ ବୁଦ୍ଧି ମଧ୍ୟ ବଢିଯାଇଥାଏ ।
କ୍ଷୀର :
କ୍ଷୀର ପିଇଲେ ଶରୀରକୁ କ୍ୟାଲସିୟମ ପ୍ରଚୁର ମାତ୍ରାରେ ମିଳିଥାଏ । ଯାହା ହାଡ ଓ ଦାନ୍ତ କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।
ସୋୟାବିନ :
ସୋୟାବିନ ରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ । ଏହାକୁ ଠିକରେ ସେବନ କଲେ ଶରୀର ଅଳ୍ପଦିନ ରେ ଶକ୍ତିଶାଳୀ ହୋଇଯିବ । ଏହାକୁ ନିୟମିତ ସେବନ କଲେ ଶରୀର ର ଦୁର୍ବଳତା ସବୁଦିନ ପାଇଁ ଶେଷ ହୋଇଯାଇଥାଏ।
ଖଜରା :
ଖଜରା ଖାଇଲେ ଶରୀରକୁ ପ୍ରଚୁର ଏନର୍ଜୀ ଓ ପୋଷାକ ତତ୍ୱ ମିଳିଥାଏ ଓ ବୁଦ୍ଧି ମଧ୍ୟ ବଢିଥାଏ । ସବୁ ଲୋକଙ୍କୁ ପ୍ରତିଦିନ 5-6 ଖଜରା ଖାଇବା ଆବଶ୍ୟକ।