ଆପଣ ବିନା କାରଣରେ କିଛି ଗନ୍ଧକୁ ଅଧିକ ଅନୁଭବ କରୁଛନ୍ତି କି? ଏହାର କାରଣ କଣ ହୋଇପାରେ?

ବେଳେ ବେଳେ ଆଖ ପାଖରେ ଏକ ଅଦ୍ଭୁତ ଗନ୍ଧ ର ଅନୁଭବ ହୁଏ। କିନ୍ତୁ ଏହି ଗନ୍ଧ ଅନ୍ୟ କାହାକୁ ଜଣାପଡେ ନାହିଁ। ଏହି ଗନ୍ଧର କାରଣ ଆପଣଙ୍କ ଉଚ୍ଚ କୋଲେଷ୍ଟ୍ରଲର ସମସ୍ୟା ଅଛି।

ଉଚ୍ଚ କୋଲେଷ୍ଟ୍ରଲରେ ଅଦ୍ଭୁତ ଗନ୍ଧ ସମସ୍ୟା :

ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି ଯେ ଉଚ୍ଚ କୋଲେଷ୍ଟ୍ରଲ କିଛି ଲୋକଙ୍କୁ ଏକ ଅଦ୍ଭୁତ ଗନ୍ଧ ଦେଇପାରେ, ଏପରିକି ସେମାନଙ୍କ ଆଖପାଖର ଲୋକମାନେ ଏହା ଅନୁଭବ କରୁନାହାଁନ୍ତି | ଏହି ଅଦ୍ଭୁତ ଗନ୍ଧକୁ ଫାଣ୍ଟୋସମିଆ କୁହାଯାଏ | ଜଣେ ବ୍ୟକ୍ତିଙ୍କଠାରେ ଅଲଫ୍ୟାକ୍ଟ୍ରି ଡିସଫଙ୍କସନ ଦ୍ୱାରା ଏହା ଏକ ସମସ୍ୟା ସୃଷ୍ଟି ହୁଏ। ଯେଉଁଥିପାଇଁ ଲୋକମାନଙ୍କର ଗନ୍ଧ କରିବାର କ୍ଷମତା ପ୍ରଭାବିତ ହୁଏ ଏବଂ ଏହି ଅଦ୍ଭୁତ ଗନ୍ଧ ଅନୁଭବ ହୁଏ।

ଉଚ୍ଚ କୋଲେଷ୍ଟ୍ରଲରେ କଣ ଖାଇବା ଉଚିତ :

  • ରସୁଣ ଖାଆନ୍ତୁ :

ରସୁଣ ଆପଣଙ୍କ ଓଜନ ହ୍ରାସ କରିବାରେ ବହୁତ ଉପଯୋଗୀ

  • ବାଦାମ ଖାଆନ୍ତୁ :

ବାଦାମ ହେଉଛି ଶକ୍ତିର ଭଣ୍ଡାର।

  • ଓଟସ୍ ଖାଆନ୍ତୁ
  • ଲେମ୍ବୁ ଖାଆନ୍ତୁ

ଉଚ୍ଚ କୋଲେଷ୍ଟ୍ରଲରେ କଣ ଖାଇବା ଉଚିତ ନୁହେଁ :

  • ମାଂସ-

ଯଦି ଆପଣଙ୍କର କୋଲେଷ୍ଟ୍ରଲ ଅଧିକ ଥାଏ, ତେବେ ମାଂସ ଖାଇବାଠୁ ଦୁରେଇ ରୁହନ୍ତୁ।

  • ଚିକେନ୍-

ଯଦି ଆପଣ ଏକ ଚିକେନ୍ ପ୍ରେମୀ, ତେବେ ସାବଧାନ ରୁହନ୍ତୁ, କୋଲେଷ୍ଟ୍ରଲରେ ଚିକେନ୍ ଖାଇବା କ୍ଷତିକାରକ ହୋଇପାରେ।

  • ଦୁଗ୍ଧଜାତ ଦ୍ରବ୍ୟ-

ଉଚ୍ଚ ଚର୍ବିଯୁକ୍ତ କ୍ଷୀର, ଉଚ୍ଚ କୋଲେଷ୍ଟ୍ରଲରେ ପନିର ପରି ଜିନିଷ ଖାଆନ୍ତୁ ନାହିଁ।

Leave a Comment