ଆପଣଙ୍କ ତେଲିଆ ତ୍ୱଚା ଅଟେ କି? ତେଲିଆ ତ୍ୱଚାର ଯତ୍ନ ନେବାର ଘରୋଇ ଉପଚାର ଜାଣନ୍ତୁ।

ତେଲିଆ ଚର୍ମର ଯତ୍ନ ନେବା ପାଇଁ କିଛି ଟିପ୍ସ ଜାଣନ୍ତୁ :

  • ଯଦି ଆପଣଙ୍କ ତେଲିଆ ତ୍ୱଚା ଅଛି ତେବେ ମୁହଁ ଧୋଇବା ପରେ ଟୋନର ପ୍ରୟୋଗ କରନ୍ତୁ। ଚର୍ମକୁ ସୁସ୍ଥ ରଖିବା ପାଇଁ ଏହା ବ୍ୟବହୃତ ହୁଏ।
  • ଆପଣଙ୍କ ଚର୍ମ ଯେତେ ତେଲିଆ ହେଉନା କାହିଁକି, କିନ୍ତୁ ମୁହଁ ଧୋଇବା ପରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ।
  • ମଲ୍ଟାନି ମିଟି ତେଲିଆ ଚର୍ମର ବନ୍ଧୁ। ସପ୍ତାହରେ ଥରେ ମଲ୍ଟାନି ମିଟି ଫେସ୍ ପ୍ୟାକ୍ ତେଲ ନିୟନ୍ତ୍ରଣ କରେ। ମଲ୍ଟାନି ମିଟିରେ ହଦଳୀ ଏବଂ ଲେମ୍ବୁ ରସ ମିଶ୍ରଣ କରି ଏକ ଭଲ ଫେସ୍ ପ୍ୟାକ୍ ତିଆରି କରନ୍ତୁ।
  • ବାରମ୍ବାର ମୁହଁ ଧୋଇବା ପରିବର୍ତ୍ତେ, ହାଲକା ହାତରେ ଚର୍ମ ଉପରେ ବ୍ଲୋଟିଂ କାଗଜକୁ ଘୋଡାନ୍ତୁ, ଅଧିକ ତେଲ ବାହାର ହୋଇଯାଏ।
  • ମେକଅପ୍ କରିବାବେଳେ ମଧ୍ୟ ମନେରଖନ୍ତୁ ଯେ ଆପଣଙ୍କର ମେକଅପ୍ ତେଲିଆ ଚର୍ମ ଅନୁଯାୟୀ ହେବା ଉଚିତ୍। ତରଳ ଏବଂ ପାଉଡର ବେସ୍ ସହିତ ମେକଅପ୍ ଲଗାନ୍ତୁ। କିନ୍ତୁ, ମନେରଖନ୍ତୁ ଯେ ମେକ୍ଅପ୍ ତେଲ ଭିତ୍ତିକ ପରିବର୍ତ୍ତେ ଜଳ ଭିତ୍ତିକ ହେବା ଉଚିତ୍।

Leave a Comment