ବାରମ୍ବାର ଓଠ ଓ ପାଟି ଶୁଖିଯାଉଛି କି? ହଠାତ୍ ତୃଷାର ବୃଦ୍ଧି ଘଟିଛି କି?

ପାଣି ପିଇବାର କିଛି ସମୟ ପରେ ପୁଣି ଶୋଷିଲା ଅନୁଭବ କରିବା ହୋଇପାରେ ଏହି କାରଣଗୁଡ଼ିକ :

ଶରୀରରେ ପାଣିର ଅଭାବ

ରକ୍ତରେ ଗ୍ଲୁକୋଜ ମାତ୍ରା ଅଧିକ ହେଲେ ଏହି ପ୍ରକାରର ଲକ୍ଷଣ ଦେଖାଯାଏ।

ଉଚ୍ଚ ରକ୍ତଚାପ ଦ୍ବାରା ଓଠ ଓ ପାଟି ଶୁଖିଲା ହୋଇଯାଏ।

ନିବାରଣ :

ଦିନକୁ 8 ରୁ 10 ଗ୍ଲାସ ପାଣି ପିଅନ୍ତୁ।

ବ୍ୟାୟାମ କରନ୍ତୁ।

ସନ୍ତୁଳିତ ଏହାର ଗ୍ରହଣ କରନ୍ତୁ।

Leave a Comment