ବାରମ୍ବାର ଛିଙ୍କି ଛିଙ୍କି ହାଲିଆ ହୋଇପଡୁଛନ୍ତି କି? ତେବେ ଜାଣନ୍ତୁ ଏହାର କାରଣ ଏବଂ ଘରୋଇ ଉପଚାର।
ଛିଙ୍କିବା ଏକ ସାଧାରଣ ପ୍ରକ୍ରିୟା | କିନ୍ତୁ ଯେତେବେଳେ ଛିଙ୍କ ବାରମ୍ବାର ଆରମ୍ଭ ହୁଏ, ଏହା ଏକ ସମସ୍ୟା ହୋଇଯାଏ। ବାରମ୍ବାର ଛିଙ୍କିବା କାରଣରୁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ସ୍ଵଭାଵ ଚିଡିଚିଡା ହୋଇଯାଏ, ମୁଣ୍ଡବିନ୍ଧାର ମଧ୍ୟ ଆରମ୍ଭ ହୁଏ।ଏହି ସମସ୍ୟା ପ୍ରାୟତଃ ସକାଳୁ କିମ୍ବା ମଧ୍ୟ ରାତ୍ରିରେ ଅଧିକ ହୋଇଥାଏ। ଯଦି ଆପଣ ମଧ୍ୟ ବାରମ୍ବାର ଛିଙ୍କିବା ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରୋଇ ଉପଚାର ଆରାମ ଦେଇପାରେ। ଛିଙ୍କ କାହିଁକି ଆସେ … Read more