ଶୌଚାଳୟ ରେ ରସୁଣ ର ବ୍ୟବହାର ବିଷୟରେ କେବେ ଶୁଣିଛନ୍ତି କି? ଯଦି ନାହିଁ, ତେବେ ପଢ଼ନ୍ତୁ ଆମର ଏହି ପୋଷ୍ଟ…
ଶୌଚାଳୟ ଘରର ଏକ ଏପରି ଜାଗା ଯେଉଁଠାରେ ଅଧିକ ପରିମାଣରେ ଜୀବାଣୁ ଥାଆନ୍ତି। ଏହାକୁ ପରିଷ୍କାର ରଖିବା ନିତାନ୍ତ ଜରୁରୀ। କିନ୍ତୁ ଏହାକୁ ପରିଷ୍କାର କରିବାକୁ କେହି ପସନ୍ଦ କରନ୍ତି ନାହିଁ। ଶୌଚାଳୟ କୁ ପରିଷ୍କାର କରିବା ପାଇଁ ଆମେ ଅନେକ ଜୀବାଣୁ ନାଶକ ରସାୟନ ବ୍ୟବହାର କରୁ। କିନ୍ତୁ ଆପଣ ଜାଣନ୍ତି କି ଶୌଚାଳୟ ରେ ରସୁଣ ପକାଇବ ଦ୍ଵାରା ଶୌଚାଳୟ ପରିଷ୍କାର ରହିବା ସହ ଜୀବାଣୁ ମଧ୍ୟ ନଷ୍ଟ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା … Read more