ଚା’ ତିଆରି କରିବା ସମୟରେ ଆପଣ ଏହି ଭୁଲ କରନ୍ତି କି? ଜାଣନ୍ତୁ ଚା’ ତିଆରି କରିବାର ସଠିକ୍ ଉପାୟ…
ଚା’ ସହିତ ଦିନ ଆରମ୍ଭ ହୁଏ। ଯଦି ଆପଣ ସକାଳେ ଚା’ ପିଉ ନାହାଁନ୍ତି, ତେବେ କିଛି ଅସମ୍ପୂର୍ଣ୍ଣ ମନେହୁଏ। କିଛି ଲୋକ ଚା’ ପିଇବାରେ ଅଭ୍ୟସ୍ତ ଥାଆନ୍ତି। ଅଳ୍ପ ଅଳ୍ପ ସମୟରେ ସେ ଚା ପିଇବାକୁ ପସନ୍ଦ କରନ୍ତି। ଯେତେ ଗରମ ହେଉନା କାହିଁକି କିନ୍ତୁ ଚା’ ବିନା ରହିପାରିବେ ନାହିଁ। ଭାରତର ପ୍ରତ୍ୟେକ ରାଜ୍ୟର ଲୋକମାନେ ଚା’ ପିଅନ୍ତି। ଚା’ ତିଆରି କରିବାର ସମସ୍ତଙ୍କ ପଦ୍ଧତି ମଧ୍ୟ ଅଲଗା ଅଟେ। କେହି କେହି ହାର୍ଡ … Read more