ଦାନ୍ତ ହଳଦିଆ ହେବା ସହିତ କଳା ହୋଇଯାଇଛି କି? ତେବେ ଏହି ପ୍ରାକୃତିକ ପାଉଡର ବ୍ୟବହାର କରନ୍ତୁ।
ଦୁର୍ବଳ ଦାନ୍ତ ଯୋଗୁଁ ଅନେକ ସମୟରେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ, ଯେପରିକି ଦାନ୍ତର ଅତ୍ୟଧିକ ହଳଦିଆ, ଦାନ୍ତରେ ପୋକ। କିଛି ଲୋକଙ୍କ ଦାନ୍ତ ଏତେ ଦୁର୍ବଳ ହୋଇଯାଏ ଯେ ସେମାନଙ୍କର ଦାନ୍ତ ଅକାଳରେ ଭାଙ୍ଗିବା ଆରମ୍ଭ ହୁଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ବାହାରେ ମିଳିଥିବା କେମିକାଲ ରେ ତିଆରି ଟୁଥପେଷ୍ଟ ବ୍ୟବହାର ବନ୍ଦ କରନ୍ତୁ। କାରଣ କେମିକାଲ କେବଳ ଦାନ୍ତ ସଫା କରିବା ପାଇଁ କାମ … Read more