ବୟସ ଅନୁସାରେ ଏତିକି ସମୟ ଶୋଇଲେ ଶରୀର ରୋଗମୁକ୍ତ ରହିଥାଏ ।
ଆପଣ ମାନେ ନିଶ୍ଚିତ ଜାଣିଥିବେ ଯେ ନିଦ ସମସ୍ତଙ୍କ ପାଇଁ ନିହାତି ଜରୁରୀ ଅଟେ । କାରଣ ଶୋଇଲେ ଥକାପଣ ଦୂର ହୁଏ ଓ ସତେଜ ଅନୁଭବ କରିଥାନ୍ତି, ତେବେ ଆସନ୍ତୁ ଜାଣିବା ବୟସ ଅନୁସାରେ କେତେ ସମୟ ଶୋଇବା ଆବଶ୍ୟକ ଓ କେତେ ସମୟ ଶୋଇବା ଦ୍ୱାରା ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ବୃଦ୍ଧି ପାଇଥାଏ । ନିୟମିତ ଭାବରେ ଠିକ ସମୟରେ ଶୋଇବା ଦ୍ବାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା … Read more