ବାରମ୍ବାର ସେଭିଙ୍ଗ କଲେ ଦାଢ଼ି ମୋଟା ଏବଂ ଘଞ୍ଚ ହୁଏ ! ପିଲାବେଳ ଠାରୁ ଆମେ କିଛି କଥାକୁ ସତ ମାନି ଆସିଅଛୁ କିନ୍ତୁ ଏହା କେତେ ଦୂର ଠିକ…
ପ୍ରାୟତଃ ଆମେ ସମସ୍ତେ କେବେ ନା କେବେ ଦାଢ଼ି ସେଭିଙ୍ଗକୁ ନେଇ କେତେକ ସାଧାରଣ କଥା ନିଶ୍ଚିତ ଶୁଣିଥିବା। ଯେପରିକି ଦାଢ଼ିକୁ ବାରମ୍ବାର ସେଭିଙ୍ଗ କଲେ ସେଠାରେ ଅଧିକ ଶକ୍ତ ଏବଂ ଘଞ୍ଚ ଦାଢ଼ି ଉଠିବ। ଦେହରେ କିମ୍ବା ପ୍ରାଇଭେଟ୍ ପାର୍ଟକୁ ବାରମ୍ବାର ସେଭିଙ୍ଗ କରିବା ଦ୍ୱାରା ସ୍କିନ କଳା ପଡ଼ିଯାଏ। ଏହିପରି ଅନେକ ମିଥ୍ୟା କଥା ଆମ ସମାଜରେ ପ୍ରଚଳିତ ହୋଇ ଆସିଛି। ତେବେ ଏହି ବିଷୟ ନେଇ ଜଣେ ଡାକ୍ତର କଣ ମତ ରଖୁଛନ୍ତି … Read more