ମହିଳାମାନଙ୍କଠାରେ ଲ୍ୟୁକୋରିଆ ରୋଗ (White Discharge) କାହିଁକି ଏବଂ କିପରି ହୁଏ? ଡାକ୍ତରଙ୍କଥରୁ ଜାଣନ୍ତୁ ଏହାର କାରଣ ଏବଂ ଚିକିତ୍ସା…
ମହିଳାମାନଙ୍କ ୱାଇଟ ଡ଼ିସଚାର୍ଜ (white discharge) ହେବା ଅତ୍ୟନ୍ତ ସାଧାରଣ କଥା। କ୍ଷତିକାରକ ଜୀବାଣୁକୁ ସେମାନଙ୍କର ପ୍ରାଇବେଟ ଅଂଶରୁ ସଫା କରିବାର ଏହା ଏକ ପ୍ରାକୃତିକ ଉପାୟ। ଯୋନୀରୁ ଧଳା ପାଣି ସାଧାରଣତ ପିରିୟଡ଼ ର 2-3 ଦିନ ପୂର୍ବରୁ କିମ୍ବା ପରେ ବାହାରିଥାଏ। ଏହା ଧଳା ରଙ୍ଗର ଏକ ଅଠାଳିଆ ମୋଟା ତରଳ, ଯାହା ବ୍ୟକ୍ତିଗତ ଅଂଶକୁ ସଫା କରିଥାଏ। କିନ୍ତୁ ପ୍ରାୟତ ଦେଖାଯାଏ ଯେ କେତେକ ମହିଳା ପ୍ରାଇବେଟ ଅଂଶରୁ ଧଳା ପାଣିର ବାରମ୍ବାର … Read more