ଏହି ୪ଟି ଅଭ୍ୟାସ ନ ଛାଡ଼ିଲେ ଆପଣ ବି ହୋଇପାରନ୍ତି ହୃଦଘାତର ଶିକାର
ଆଜିକାଲି ଯୁବପିଢ଼ିମାନେ ଖୁବ କମ ବୟସରୁ ଧୂମ୍ରପାନ କରିବା ଆରମ୍ଭ କରୁଛନ୍ତି। ଏହାର ଅଭ୍ୟାସ କରିବା ଦ୍ୱାରା ସେମାନେ କାର୍ଡିଓଭାସ୍କୁଲର ଡିଜିଜର ଶିକାର ହେଉଛନ୍ତି। ଦିନକୁ ୧୦ ରୁ ଅଧିକ ସିଗାରେଟ ପିଉଥିବା ଯୁବକ ମାନଙ୍କ ଠାରେ ହୃଦରୋଗ ହେବାର ୫୦% ସମ୍ଭାବନା ରହିଥାଏ। ଆଜିର ଯୁବପିଢ଼ି ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅପେକ୍ଷା ଜଙ୍କ ଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି। ତେଲ ମସଲା ଯୁକ୍ତ ଏହି ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ଦେହରେ କ୍ୟାଲୋରୀର ମାତ୍ରା … Read more