ସମ୍ଭୋଗ ଠାରୁ ଆରମ୍ଭ କରି ସ୍ତନ କର୍କଟ ପର୍ଯ୍ୟନ୍ତ ଡାଳିମ୍ବ ଖାଇଲେ ମିଳିଥାଏ ଅନେକ ଲାଭ, କିନ୍ତୁ ଡାଳିମ୍ବ ବି ହୋଇପାରେ ଘାତକ। ଆସନ୍ତୁ ଜାଣିବା ଏହା ଖାଇବାରେ ଲାଭ ଓ କ୍ଷତି କଣ ରହିଛି…
ଆମ୍ବକୁ ଫଳମାନଙ୍କ ରାଜା ବୋଲି କୁହାଯାଏ। କିନ୍ତୁ ଡାଳିମ୍ବ ମଧ୍ୟ ତା ତୁଳନାରେ କିଛି କମ ନୁହେଁ। ଡାଳିମ୍ବରେ ଭିଟାମିନ-‘ସି’, ଭିଟାମିନ-କେ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଛି। ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ମଧ୍ୟ ଶରୀର ପାଇଁ ବିଶେଷ ଲାଭଦାୟକ ହୋଇଥାଏ। ଡାଳିମ୍ବରେ ମଧ୍ୟ ପ୍ରଚୁର ପରିମାଣରେ ମିନେରାଲ, କାର୍ବୋହାଇଡ୍ରେଟ, ପ୍ରୋଟିନ ରହିଛି। ତେବେ ଆସନ୍ତୁ ଜାଣିବା ଡାଳିମ୍ବର କେତେକ ଔଷଧୀୟ ଗୁଣ ସମ୍ପର୍କରେ : ଦାନ୍ତ ପାଇଁ ଲାଭଦାୟକ : ଦାନ୍ତ ରୋଗ ଆଜି … Read more