ସୁନା ଅଳଙ୍କାର ପିନ୍ଧନ୍ତୁ, ଅନେକ ରୋଗ ରୁ ଦୁରେଇ ରୁହନ୍ତୁ।
ସୁନା ଅଳଙ୍କାର ପିନ୍ଧିବା ଦ୍ବାରା ଶରୀରର ଅନେକ ରୋଗ ଦୂର ହୋଇଥାଏ। ସୁନା ଅଳଙ୍କାର ପିନ୍ଧି ଶରୀରର ତାପମାତ୍ରା ନିୟନ୍ତ୍ରଣ କରାଯାଏ ବୋଲି ବିଶ୍ୱାସ କରାଯାଏ। ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ଜ୍ୱର, ଥଣ୍ଡା ଭଳି ରୋଗରେ ପୀଡିତ ହୁଅନ୍ତି ତେବେ ସୁନା ପିନ୍ଧିବାକୁ ଚେଷ୍ଟା କରନ୍ତୁ। ଯଦି ମୁଣ୍ଡରେ ଯନ୍ତ୍ରଣା ହୁଏ, ତେବେ ଇଣ୍ଡେକ୍ସ ଆଙ୍ଗୁଠିରେ ଏକ ସୁନା ରିଙ୍ଗ ପିନ୍ଧନ୍ତୁ। କୁହାଯାଏ ଯେ ମୁଣ୍ଡବିନ୍ଧାକୁ ଭଲ କରିବା ପାଇଁ ଇଣ୍ଡେକ୍ସ ଆଙ୍ଗୁଠିରେ ଏକ ଚାପ … Read more