କାଶ ହେବା, ଯକ୍ଷ୍ମା ରୋଗର ଲକ୍ଷଣ କି?
ଯକ୍ଷ୍ମା ଏକ ସଂକ୍ରାମକ ରୋଗ ଯାହା ସାଧାରଣତ ଫୁସଫୁସକୁ ଆକ୍ରମଣ କରିଥାଏ। ଧିରେ ଧିରେ ଏହା ମସ୍ତିଷ୍କ କିମ୍ବା ମେରୁଦଣ୍ଡ ସହିତ ଶରୀରର ଅନ୍ୟ ଅଂଶକୁ ବ୍ୟାପିପାରେ। ଅଧିକାଂଶ ଯକ୍ଷ୍ମା ରୋଗ ଆଣ୍ଟିବାୟୋଟିକ୍ ଦ୍ୱାରା ଭଲ ହୋଇଯାଏ କିନ୍ତୁ ଏହା ବହୁତ ସମୟ ନେଇଥାଏ। ସାଧାରଣତଃ ଏହାର ଔଷଧ 6 ରୁ 9 ମାସ ପର୍ଯ୍ୟନ୍ତ ରହିଥାଏ। ଯକ୍ଷ୍ମା ରୋଗର ଲକ୍ଷଣ : ଯକ୍ଷ୍ମା ରୋଗ ରେ ଓଜନ ହ୍ରାସ ହୋଇ ଥାଏ। ଯକ୍ଷ୍ମା ରୋଗର ଲକ୍ଷଣ … Read more