ଆପଣଙ୍କୁ ସର୍ଦ୍ଦି, କାଶ ସହ ନାକ ରୁ ପାଣି ବାହାରି ନାକ ଲାଲ୍ ହୋଇଗଲାଣି କି? ତେବେ ଏହି ହର୍ବାଲ୍ ପାନୀୟ ପିଅନ୍ତୁ, ଥଣ୍ଡା ଦୂର ଦୂର ହେବା ସହ ଗଳା ଯନ୍ତ୍ରଣାରୁ ମଧ୍ୟ ଆରାମ ପାଇବେ।
ତୁଳସୀ ଚା : ଏହାକୁ ପ୍ରସ୍ତୁତ କରିବା ପାଇଁ, ଏକ ପାତ୍ରରେ କିଛି ପାଣି ଫୁଟାନ୍ତୁ ଏବଂ ସେଥିରେ ତୁଳସୀ ପତ୍ର ପକାନ୍ତୁ। ଯଦି ଆପଣ ଏହାର ସ୍ୱାଦ ବଢାଇବାକୁ ଚାହାଁନ୍ତି, ତେବେ ଆପଣ ଏଥିରେ ଟିକେ ଚା ପତ୍ର ଏବଂ ଚିନି ମଧ୍ୟ ମିଶାଇ ପାରିବେ। ଏହାକୁ ଗରମ ଗରମ ପିଅନ୍ତୁ। ଲେମ୍ବୁ ଚା : ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଲେମ୍ବୁ ଏବଂ ମହୁ ଦରକାର। ଲେମ୍ବୁରେ ଭିଟାମିନ୍ ସି ଭଲ ପରିମାଣରେ … Read more