ଆପଣଙ୍କ ହାତର ରଙ୍ଗ କଳା ହେଇଯାଇଛି କି? କଫି ର ବ୍ୟବହାର ଜାଣନ୍ତୁ, ହାତ ର ରଙ୍ଗ କୁ ଗୋରା କରନ୍ତୁ।
ଅନେକ କାରଣରୁ ହାତର ରଙ୍ଗ କଳା ଦେଖାଯାଉ ଛି କି? କଫି ଏହି ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିପାରେ କିନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ଉପାୟ ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ହାତକୁ ଗୋରା କରିବା ପାଇଁ କଫିର ବ୍ୟବହାର : କଫି ଏବଂ ଦହି : ହାତରୁ କଳାକୁ ଦୂର କରିବା ପାଇଁ କଫି ଏବଂ ଦହି ମିଶାଇ ଏକ ସ୍କ୍ରବ୍ ତିଆରି କରାଯାଇପାରେ। ଏହି ସ୍କ୍ରବ୍ ନେଇ କିଛି ସମୟ ହାତରେ ଘଷନ୍ତୁ … Read more