ତ୍ରିଫଳା ଖାଇବାର ଆଶ୍ଚର୍ଯ୍ୟଜନକ ଲାଭ, ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଜାଣନ୍ତୁ।
ତ୍ରିଫଳାର ଅର୍ଥ ହେଉଛି ତିନୋଟି ଫଳରୁ ନିର୍ମିତ। ତ୍ରିଫଳା ହେଉଛି ଆୟୁର୍ବେଦର ଏକ ଔଷଧ ଯାହା ଏହି 3 ଟି ଫଳ ମିଶ୍ରଣ କରି ତିଆରି ହୋଇଥାଏ – ହରଡ଼ା, ବାହାଡା ଏବଂଅଁଳା। ତ୍ରିଫଳା ଖାଇବାର ଲାଭ : କୋଷ୍ଠକାଠିନ୍ୟ ଦୂର ହୁଏ। ତ୍ରିଫଳା ର ନିୟମିତ ବ୍ୟବହାର ଆପଣଙ୍କ ପେଟ ସଫା କରିବାରେ ଅତ୍ୟନ୍ତ ଉପଯୋଗୀ। ଗ୍ୟାସ୍, ଅମ୍ଳତା ସମସ୍ୟା ଦୂର ହୁଏ : ଯଦି ଆପଣଙ୍କର ଗ୍ୟାସ୍, ଅମ୍ଳତା କିମ୍ବା ହଜମ ସମ୍ବନ୍ଧୀୟ ସମସ୍ୟା … Read more