ଘରେ ଔଷଧ ନ ଥିବା ସମୟରେ ବାନ୍ତି ହେଉଛି କି ? ୨ ମିନଟ ରେ ହିଁ ବାନ୍ତି କୁ ବନ୍ଦ କରନ୍ତୁ ……..

ବାନ୍ତି ଆପଣଙ୍କୁ ଦିନେ ନା ଦିନେ ହୋଇଥିବ । ସବୁ ସମୟରେ ଔଷଧ ପାଖରେ ଥିବ ଏହା ସମ୍ଭବ ନୁହେଁ। ତେଣୁ ଘରୋଇ ଉପଚାର ଜାଣିବା ଜରୁରୀ । ବାନ୍ତି ହେବାର ମୁଖ୍ୟ କାରଣ : ଭୋଜନ ପରେ ଏକରୁ ଆଠ ଘଣ୍ଟା ମଧ୍ୟରେ ବାନ୍ତି ହେଲେ ଖାଦ୍ୟ ବିଷାକ୍ତତା ସୂଚାଇପାରେ । ହ୍ୟାଙ୍ଗଓଭର, ଗର୍ଭଧାରଣ, ଅତ୍ୟଧିକ ଖାଇବା, ଗ୍ୟାଷ୍ଟ୍ରାଇଟିସ୍, ଅଲସର୍ ଇତ୍ୟାଦି ଦ୍ୱାରା ମଧ୍ୟ ବାନ୍ତି ହୋଇପାରେ। ବାନ୍ତି ର ଘରୋଇ ଉପଚାର : ଅଦା … Read more

ଦୁଇ ଦିନରେ ହିଁ ବ୍ରଣ ସମସ୍ୟା ରୁ ମୁକ୍ତି ପାଆନ୍ତୁ………

ମୁଁହ ରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା ଅଟେ। କିଶୋର/ କିଶୋରୀ ଅବସ୍ଥାରେ ବ୍ରଣ ପ୍ରାୟ ସମସ୍ତଙ୍କ ହୋଇ ଥାଏ। ବ୍ରଣ କାହିଁକି ହୁଏ? ଏହାର ଉପଚାର କ’ଣ? ଆସନ୍ତୁ ଜାଣିବା ! ବ୍ରଣ ହେବାର ମୁଖ୍ୟ କାରଣ : ଦୈନଦିନ ଜିବନରେ ଅନିୟମିତ ଖାଦ୍ୟପେୟ ଯୋଗୁଁ କିମ୍ବା ଅଧିକ ମସଲା ଯୁକ୍ତ, ତୈଳ ଯୁକ୍ତ ଖାଦ୍ୟ ଖାଇଲେ ବ୍ରଣ ସମସ୍ୟା ଦେଖାଦିଏ । ପେଟ ସଫା ନ ହେଲେ ଅର୍ଥାତ କୋଷ୍ଠବଧ୍ୟତା ହେଲେ ମଧ୍ୟ … Read more

ପିତ୍ତ ରୁ ହେଉଥିବା ଚର୍ମ ରୋଗ କ’ଣ ? ଏହା କାହିଁକି ହୁଏ ? ଏହାର ଘରୋଇ ଉପଚାର କ’ଣ?

ମଣିଷ ଶରୀରରେ ବାତ୍ତ ,ପିତ୍ତ ,କଫ ଅନ୍ତର୍ନିହିତ ଥାଏ, କିନ୍ତୁ ଏଥିରୁ କୌଣସିଟି ଅଧିକ ପରିମାଣରେ ବଢିଯାଏ ତାହେଲେ ଆପଣଙ୍କ ର ଶରୀର ରୋଗାକ୍ରାନ୍ତ ହୋଇଯାଏ ।ଶରୀରରେ ପିତ୍ତ ବଢ଼ିଗଲେ ଚର୍ମ ରୋଗ ଦେଖାଯାଏ । ଚର୍ମ ରେ ଲାଲ, ଗୋଲାକାର ଆକାରର ଛୋଟ ବା ବଡ ଧରଣର ଫୋକା ଦେଖାଦିଏ । ଏହା ବହୁତ କୁଣ୍ଢେଇ ହେବା ସହ ଯନ୍ତ୍ରଣା ମଧ୍ୟ ହୁଏ । ଏହି ଚର୍ମ ରୋଗ ର ଠିକ ସମୟରେ ଉପଚାର ନ … Read more

ପାଟି ‘ଘା’ (Mouth ulcers)କୁ ଦୁଇ ଦିନରେ ହିଁ ସମ୍ପୂର୍ଣ୍ଣ ଠିକ କରନ୍ତୁ………….

ପାଟି ଭିତରେ, ଜିଭରେ କିମ୍ବା ଭିତର ଓଠରେ ‘ଘା’ ହେଲେ ତାହାକୁ ପାଟି ଧରିବା କିମ୍ବା ପାଟିରେ ଚ୍ଛାଲି(Mouth ulcers) କୁହାଯାଏ । ଏହାଦ୍ବାରା ଯେ କୌଣସି ଖାଦ୍ୟ ଖାଇବାରେ ଯନ୍ତ୍ରଣା ଅନୁଭୂତ ହୁଏ । ଏହା ଏକ ସାଧାରଣ ସମସ୍ୟା ଅଟେ । ଏହା କାହିଁକି ହୁଏ ? ଏହାର ସମାଧାନର ଘରୋଇ ଉପଚାର ଆସନ୍ତୁ ଜାଣିବା । ପାଟି ଧରା (Mouth ulcers) ହେବାର ସାଧାରଣ କାରଣ ଗୁଡିକ ହେଲା : ଖାଇବା ସମୟରେ … Read more

ଦୃଷ୍ଟିଶକ୍ତି ହ୍ରାସ ଯୋଗୁଁ ଚିନ୍ତିତ କି? ଏହି ଘରୋଇ ଉପାୟ ଦ୍ୱାରା ଆପଣଙ୍କ ଦୃଷ୍ଟିଶକ୍ତି ଦ୍ରୁତ ଗତିରେ ବୃଦ୍ଧିପାଇବ…….

ଆଜିକାଲି ର ଜୀବନଶୈଳୀ ମଧ୍ୟରେ କମ୍ପ୍ୟୁଟର (Computer), ଲାପଟପ (Laptop), ମୋବାଇଲ (Mobile) ପରି ଉପକରଣ ଗୁଡିକ ମନୁଷ୍ୟ ଶରୀରର ଅଙ୍ଗ ପାଲଟିଗଲାଣି। ଏହି ଉପକରଣ ଗୁଡିକ ଦ୍ବାରା ଯେତିକି ପରିମାଣରେ ଲାଭ ମିଳେ, ସେହି ପରିମାଣରେ ସମସ୍ତେ ଅସୁସ୍ଥ ହେବାରେ ଲାଗିଲେଣି। ଏଥିମଧ୍ୟରୁ ଚକ୍ଷୁ ବିମାରୀ ଏକ ମୁଖ୍ୟ ଉଦାହରଣ ଅଟେ। ବୟସ୍କ ମାନଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାମାନେ ସମସ୍ତେ ଦୃଷ୍ଟିଶକ୍ତି ହ୍ରାସର ଶିକାର ହେବାକୁ ଲାଗିଲେଣି । ତେଣୁ ଦୃଷ୍ଟିଶକ୍ତି ବୃଦ୍ଧି … Read more

ସବୁଦିନ ପାଇଁ ରୁପି (Dandruff) ର ସମସ୍ୟା ରୁ ମୁକ୍ତିର ଉପାୟ……….

ରୁପି(Dandruff) ହେବା ଏକ ସାଧାରଣ ସମସ୍ୟା ଅଟେ, କିନ୍ତୁ ଏହାକୁ ଅବହେଳା କଲେ ଆପଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ରୁପି ହେବା ଦ୍ବାରା ମୁଣ୍ଡର କେଶ ଝଡ଼ିବା ଆରମ୍ଭ ହୋଇଥାଏ । ବେଳେବେଳେ ଆଖିର ପଲକ ରେ ମଧ୍ୟ ରୁପି ଦେଖାଯାଏ । ରୁପି ଯୋଗୁଁ ଚର୍ମ ରୋଗ ମଧ୍ୟ ଦେଖାଯାଏ । ତେଣୁ ଏହାର ଠିକ ସମୟରେ ଉପଚାର କରିବା ଆବଶ୍ୟକ । ରୁପି ହେବାର ମୁଖ୍ୟତଃ କାରଣ : ମୁଣ୍ଡ ର … Read more

ପାଦଫଟା ଯନ୍ତ୍ରଣା ରୁ ମୁକ୍ତି ର ରହସ୍ୟ……….

ପାଦ ଫାଟିବା ଏକ ସାଧାରଣ ସମସ୍ୟା ଅଟେ, କିନ୍ତୁ ଏହାକୁ ଠିକ ସମୟରେ ଉପଚାର କରିବା ଆବଶ୍ୟକ। ପାଦ ଫଟା କୁ ଅବହେଳା କଲେ ପାଦରେ ବଡ ଫାଟ ସୃଷ୍ଟି ହୁଏ । ଏହି ଫାଟଗୁଡିକ ଘା ’ହୋଇପାରେ ଏବଂ ରକ୍ତସ୍ରାବ ମଧ୍ୟ ହୋଇପାରେ । ଏହାଦ୍ବାରା ଆପଣଙ୍କୁ ବହୁତ ଯନ୍ତ୍ରଣାର ସମ୍ମୁଖୀନ କରିବାକୁ ପଡେ । ପାଦ ଫାଟିବା ଅନେକ କାରଣରୁ ଘଟିପାରେ, ମୁଖ୍ୟ କାରଣ ଗୁଡିକ ହେଲା : ଦୀର୍ଘ ଘଣ୍ଟା ଧରି ଠିଆ … Read more

ଦୁଇ ଦିନ ଭିତରେ ହିଁ ଆଖିର ଆଲୁ (stye in eye) କୁ ଠିକ କରନ୍ତୁ। ଆଖିର ଆଲୁ ର କାରଣ ଓ ଉପଚାର………

ଯଦି ଆପଣଙ୍କର ଉପର କିମ୍ବା ତଳ ଆଖିରେ ଏକ ଛୋଟ ‘ଘା’ କିମ୍ବା ପିମ୍ପଲ(pimple) ହୁଏ , ଏବଂ ସେହି ‘ଘା’ ଯୋଗୁଁ ଆପଣ ଯନ୍ତ୍ରଣା ଅନୁଭବ କରନ୍ତି , ତେବେ ତାହାକୁ ଆଖିର ଆଲୁ (stye in eye)କୁହାଯାଏ । ଆଖିର ଆଲୁ (stye in eye) ହେବାର ମୁଖ୍ୟତଃ କାରଣ : ଆଖିପତାର ଚାରିପାଖରେ ଥିବା ତେଲ ଗ୍ରନ୍ଥିରେ ସଂକ୍ରମଣ ହେଲେ ଏହି ‘ଘା’ ହୋଇଥାଏ। ଏହି ସଂକ୍ରମଣ ଜଣଙ୍କ ଠାରୁ ଅନ୍ୟ କୁ … Read more

ଆପଣ କମ୍ପୁଟର(Computer) ଭଳି ତୀକ୍ଷ୍ଣ ସ୍ମରଣ ଶକ୍ତି ଚାହୁଁଛନ୍ତି କି? ଆପଣେଇ ନିଅନ୍ତୁ ଏହି ସବୁ ଉପାୟ…..

ଆମେ ସମସ୍ତେ ଆମର ମସ୍ତିଷ୍କକୁ ତୀକ୍ଷ୍ଣ କରିବାକୁ, ଆମର ସ୍ମୃତି ଶକ୍ତି ବୃଦ୍ଧି କରିବାକୁ ଏବଂ ଆମର ଏକାଗ୍ରତାକୁ ଉନ୍ନତ କରିବାକୁ ଚାହୁଁ | ଆପଣଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ବଢାଇବା ପାଇଁ ଆପଣଙ୍କୁ ସ୍ୱତନ୍ତ୍ର ଭିଟାମିନ୍ର ର ଆବଶ୍ୟକ ନାହିଁ | ମସ୍ତିଷ୍କ ଆମେ କରୁଥିବା ସମସ୍ତ କାର୍ଯ୍ୟରେ ଜଡିତ ଏବଂ ଶରୀରର ଅନ୍ୟ ଅଙ୍ଗ ପରି, ଏହାର ମଧ୍ୟ ଯତ୍ନ ନେବା ଆବଶ୍ୟକ।ଅନୁସନ୍ଧାନ ରୁ ଜଣାଯାଇଛି ଯେ ମାନସିକ ତୀକ୍ଷ୍ଣତାକୁ ବୃଦ୍ଧି କରିବା ଏବଂ ମସ୍ତିଷ୍କକୁ … Read more

କୋଷ୍ଠବଧ୍ୟତା ର କାରଣ ଓ ଉପଚାର :

ଆଜିକାଲି ର ବ୍ୟସ୍ତତା ବହୁଳ ଜୀବନ ରେ କୋଷ୍ଠକାଠିନ୍ୟର ସମସ୍ୟା ସମସ୍ତଙ୍କ ଚିନ୍ତା ର ବିଷୟ ହୋଇଛି।ସେଥିରୁ ମୁକ୍ତି ପାଇବା ପାଈଁ କିଛି ଘରୋଇ ଉପଚାର ଆସନ୍ତୁ ଜାଣିବା। କୋଷ୍ଠକାଠିନ୍ୟର ସାଧାରଣ କାରଣ : ଖାଦ୍ୟରେ ଫାଇବରର ଅଭାବ | ଶାରୀରିକ ନିଷ୍କ୍ରିୟତା, ଠିକ ସମୟରେ ଭୋଜନ ନ କରିବା, ଆବଶ୍ୟକ ସମୟରେ ବାଥରୁମ ବ୍ୟବହାର ନକରିବା | ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ନାହିଁ | କଲୋରେକ୍ଟାଲ୍ ସମସ୍ୟା ଇତ୍ୟାଦି କୋଷ୍ଠକାଠିନ୍ୟର ମୁଖ୍ୟ କାରଣ ଅଟେ। … Read more