ହୋଲିର ପକ୍କା ରଙ୍ଗ ଛଡେଇବାର ସରଳ ଘରୋଇ ଉପାୟ….
ହୋଲି ରେ ରଙ୍ଗ ଖେଳିବାର ମଜା ସବୁଠାରୁ ନିଆରା। ରଙ୍ଗ ଖେଳିବାବେଳେ, ଆପଣ ପକ୍କା ରଙ୍ଗ ଲଗାଇ ମଜାକୁ ଦ୍ୱିଗୁଣିତ କରିପାରନ୍ତି, କିନ୍ତୁ ଖେଳିବା ପରେ ରଙ୍ଗରୁ ମୁକ୍ତି ନିଶ୍ଚିତ ଭାବରେ ଏକ ଦଣ୍ଡ ଭଳି ଅନୁଭବ ହୁଏ। ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି ସହଜ ଉପାୟ କହୁଛୁ, ଯାହା ଆପଣଙ୍କ ଘରେ ଉପଲବ୍ଧ। ରଙ୍ଗ ଛଡେଇବାର ସରଳ ଘରୋଇ ଉପାୟ : ଲେମ୍ବୁ ଏବଂ କ୍ଷୀରକୁ ବେସନ … Read more