ପାଇଲ୍ସ (piles) ଚିକିତ୍ସା ପାଇଁ ଘରୋଇ ଉପଚାର….
ଆଲୋ ଭେରା(ଘିକୁଆଁରୀ) : ଆଲୋ ଭେରାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଔଷଧୀୟ ଗୁଣରେ ଭରପୁର। ଏହା ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଚିକିତ୍ସା କରିବାରେ ଏହା ଲାଭଦାୟକ ଅଟେ। ମଳଦ୍ୱାର ବାହାରେ ଥିବା ଘା ବା ପାଇଲ୍ସ (piles)ରେ ଆଲୋ ଭେରା ଜେଲ୍ ଲଗାନ୍ତୁ। ଏହା ଜଳିବା ଏବଂ କୁଣ୍ଡେଇ ହେବାକୁ ଦୂର କରିଥାଏ। ପାଇଲ୍ସ ଚିକିତ୍ସା ପାଇଁ ଆପଲ୍ ଭିନେଗାର (AppleVinegar ) ବ୍ୟବହାର କରନ୍ତୁ : ଏକ ଚାମଚ ଆପଲ୍ ଭିନେଗାର (AppleVinegar) କୁ ଏକ … Read more