ଆପଣ ବିନା କାରଣରେ କିଛି ଗନ୍ଧକୁ ଅଧିକ ଅନୁଭବ କରୁଛନ୍ତି କି? ଏହାର କାରଣ କଣ ହୋଇପାରେ?
ବେଳେ ବେଳେ ଆଖ ପାଖରେ ଏକ ଅଦ୍ଭୁତ ଗନ୍ଧ ର ଅନୁଭବ ହୁଏ। କିନ୍ତୁ ଏହି ଗନ୍ଧ ଅନ୍ୟ କାହାକୁ ଜଣାପଡେ ନାହିଁ। ଏହି ଗନ୍ଧର କାରଣ ଆପଣଙ୍କ ଉଚ୍ଚ କୋଲେଷ୍ଟ୍ରଲର ସମସ୍ୟା ଅଛି। ଉଚ୍ଚ କୋଲେଷ୍ଟ୍ରଲରେ ଅଦ୍ଭୁତ ଗନ୍ଧ ସମସ୍ୟା : ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି ଯେ ଉଚ୍ଚ କୋଲେଷ୍ଟ୍ରଲ କିଛି ଲୋକଙ୍କୁ ଏକ ଅଦ୍ଭୁତ ଗନ୍ଧ ଦେଇପାରେ, ଏପରିକି ସେମାନଙ୍କ ଆଖପାଖର ଲୋକମାନେ ଏହା ଅନୁଭବ କରୁନାହାଁନ୍ତି | ଏହି ଅଦ୍ଭୁତ ଗନ୍ଧକୁ ଫାଣ୍ଟୋସମିଆ … Read more