ଗର୍ଭାବସ୍ଥାରେ ଭୁଲରେ ମଧ୍ୟ ପାରାସିଟାମୋଲ ବ୍ୟବହାର କରନ୍ତୁ ନାହିଁ, ଜନ୍ମିତ ଶିଶୁରେ ତ୍ରୁଟି ଦେଖାଯିବ, ଡାକ୍ତରଙ୍କ ପରାମର୍ଶ ଜରୁରୀ ଅଟେ।
ଡାକ୍ତରୀ ବିଜ୍ଞାନରେ କୁହାଯାଇଛି ଯେ ଅନାବଶ୍ୟକ ଭାବରେ କୌଣସି ଔଷଧ ବ୍ୟବହାର କରାଯିବା ଉଚିତ ନୁହେଁ। ଅଧିକାଂଶ ଔଷଧ ବିନା ଡାକ୍ତରଙ୍କ ପରାମର୍ଶ ରେ ନେବା ନିଷେଧ, କିନ୍ତୁ ଆମ ଦେଶରେ ଅଧିକାଂଶ ଲୋକ ଡାକ୍ତରଙ୍କ ମତାମତ ନ ଜାଣି କୌଣସି ବି ଔଷଧ ଖାଇବା ଆରମ୍ଭ କରନ୍ତି। ଏଥିମଧ୍ୟରୁ ପାରାସିଟାମୋଲର ନାମ ଶୀର୍ଷରେ ଅଛି। ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ହେଲେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନ ନେଇ ପାରାସିଟାମୋଲ ଖାଇଥା’ନ୍ତି। ଯଦିଓ ସାମାନ୍ୟ ଜ୍ୱରରେ ପାରାସିଟାମୋଲ … Read more