ବୁଡା ଆଙ୍ଗୁଠି (Thumb) ରେ ଯନ୍ତ୍ରଣା ପାଇଁ ଘରୋଇ ଉପଚାର ।
ଆମେ ସମସ୍ତେ ଆମର ଦୈନନ୍ଦିନ କାର୍ଯ୍ୟକଳାପରେ ଅନ୍ୟ ଅଙ୍ଗ ଅପେକ୍ଷା ହାତର ଅଧିକ ବ୍ୟବହାର କରୁ । ହାତର ଅତ୍ୟଧିକ କିମ୍ବା ବାରମ୍ବାର ବ୍ୟବହାର ହେତୁ ହାତ କ୍ଷତିଗ୍ରସ୍ତ ହୋଇପାରେ । ଏହି ପରିସ୍ଥିତିରେ, ଆଙ୍ଗୁଠିରେ ଆଘାତ ଲାଗିବା ଅତି ସାଧାରଣ ଅଟେ । ତେବେ ଆସନ୍ତୁ ଜାଣିବା ବୁଢା ଆଙ୍ଗୁଠି ରେ ହେଉଥିବା ଯନ୍ତ୍ରଣା ର କେତେକ ଘରୋଇ ଉପଚାର । ଥଣ୍ଡା ସେକ : ଯଦି ତୁମର ବୁଢା ଆଙ୍ଗୁଠିରେ ଯନ୍ତ୍ରଣା ହେବାର କାରଣ … Read more