ଆପଣ ଜାଣିଛନ୍ତି କି ଏଡସ୍ ରୋଗ ପଶୁମାନଙ୍କଠାରୁ ବ୍ୟାପିଛି? ତେବେ କେଉଁ ପଶୁଠାରୁ ବ୍ୟାପିଛି ଆସନ୍ତୁ ଜାଣିବା।
ଏଚ୍ଆଇଭିର ଇତିହାସ ପଶୁମାନଙ୍କଠାରୁ ଆରମ୍ଭ। ନବିଂଶ ବା 19th ଶତାବ୍ଦୀରେ ଆଫ୍ରିକାର କେତେକ ପ୍ରଜାତିର ମାଙ୍କଡ଼ରେ ଏଡସ୍ ଜୀବାଣୁ ପ୍ରଥମେ ଦେଖାଗଲା। ଏହି ରୋଗ ମାଙ୍କଡଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ବ୍ୟାପିଥିବା ବିଶ୍ୱାସ କରାଯାଏ। ବାସ୍ତବରେ ଆଫ୍ରିକାର ଲୋକମାନେ ମାଙ୍କଡ଼ ଖାଉଥିଲେ। ଏପରି ପରିସ୍ଥିତିରେ, ମାଙ୍କଡ ଖାଇ ଭୂତାଣୁ ମନୁଷ୍ୟ ଶରୀରରେ ପ୍ରବେଶ କରିଥିବା ଅନୁମାନ କରିବା ଭୁଲ ନୁହେଁ । 1920 ରେ ଆଫ୍ରିକାର କଙ୍ଗୋ ରାଜଧାନୀ କାନସାସରେ ଏହି ରୋଗ ବ୍ୟାପିଥିଲା। 1959 … Read more