ଗୋଡର ଶିରା ଝିକି ହେବା ବା ଜମାଟ ହେଲାଭଳି ଲାଗୁଛି କି? ତେବେ ଜାଣନ୍ତୁ ଏହାର କାରଣ ଏବଂ ଚିକିତ୍ସା। ଏହି କେତୋଟି ପଦକ୍ଷେପ ଗ୍ରହଣ କରି, ସ୍ନାୟୁରେ ଝିକି ହେବା ବା ଷ୍ଟ୍ରେଚ ଏବଂ ଯନ୍ତ୍ରଣା ଦୂର କରିପାରିବେ।
ବିଶେଷଜ୍ଞଙ୍କ ଅନୁଯାୟୀ ଶାରୀରିକ ଦୁର୍ବଳତା ଶିରା ଝିକି ହେବାର ମୁଖ୍ୟ କାରଣ ବୋଲି ବିବେଚନା କରନ୍ତି। ଅବଶ୍ୟ, ଏହି ସମସ୍ୟା ଅନ୍ୟାନ୍ୟ କାରଣରୁ ମଧ୍ୟ ହୋଇପାରେ, ମୁଖ୍ୟତ ଶରୀରରେ ଜଳର ଅଭାବ, ପୋଟାସିୟମର ଅଭାବ, ରକ୍ତରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଖଣିଜ ପଦାର୍ଥର ଅଭାବ, ଅତ୍ୟଧିକ ମଦ୍ୟପାନ କରିବା ଦ୍ଵାରା, କୌଣସି ରୋଗ ଯୋଗୁ ଶାରୀରିକ ଦୁର୍ବଳତା, ଅଧିକ ମାନସିକ ଚାପ, ଭୁଲ ଭାବରେ ବସିବା, ଖାଇବା ଠିକ ନ ରଖିବା, ଠିକ ଭାବରେ ନ ଶୋଇବା … Read more