ହାଡ଼ ଦୁର୍ବଳ ହେବାରେ ଲାଗିଛି କି? ଯଦି ହଁ ତେବେ ଆଜି ହିଁ ଛାଡିଦିଅନ୍ତୁ ଏହି ଖରାପ ଅଭ୍ୟାସ।
ବୟସ ବଢ଼ିବା ସହିତ ଆମ ଶରୀରର ହାଡଗୁଡ଼ିକ ପତଳା ହୋଇଯାଏ ଏବଂ ସେମାନଙ୍କର ଘନତା ମଧ୍ୟ କମିଯାଏ। ଯେଉଁଥିପାଇଁ ବୟସ ବଢ଼ିବା ସହିତ ଆଘାତ କିମ୍ବା ହାଡ ଭାଙ୍ଗିବାର ଭୟ ମଧ୍ୟ ବଢ଼ିଯାଏ। ଅନେକ ଥର, ଆମର ଖାଇବା ପିଇବା କିମ୍ବା ଜୀବନସୈଳୀରେ ହୋଇଥିବା ତ୍ରୁଟି ହେତୁ ହାଡ ଦୁର୍ବଳ ହେବାକୁ ଲାଗେ ଏବଂ ସମସ୍ତ ପ୍ରକାରର ଔଷଧ ଖାଇବା ସତ୍ତ୍ବେ ହାଡ ଦୁର୍ବଳ ହେବାକୁ ଲାଗେ। ଆସନ୍ତୁ ଜାଣିବା ହାଡ ଦୁର୍ବଳ କରିବାର ଖରାପ ଅଭ୍ୟାସଗୁଡିକ … Read more