ମାଡ଼ି ଆସୁଛି କରୋନାର ୪ର୍ଥ ଲହର, ପିଲାଙ୍କ ଶରୀରରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ଲକ୍ଷଣ…
ଦେଶରେ ପୁଣିଥରେ ମାଡି ଆସିଛି କରୋନାର ଚତୁର୍ଥ ଲହରୀ। ଦିଲ୍ଲୀରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢୁଥିବା।ଏବେ କରୋନାର ଚତୁର୍ଥ ଲହର କିଛି ରାଜ୍ୟରେ ପ୍ରଭାବ ଦେଖାଇବା ଆରମ୍ଭ କରି ଦେଇଛି। ଯାହାକି ବଡ଼ ଲୋକଙ୍କ ସହ ପିଲାଙ୍କୁ ବେଶ୍ ପ୍ରଭାବିତ କରିବାରେ ଲାଗିଛି । କରୋନାର ନୂଆ ଲହରରେ ପିଲାଙ୍କ ଭିତରେ ମୁଖ୍ୟତଃ ଗୋଟାଏ ଲକ୍ଷଣ ଅଧିକ ଦେଖିବାକୁ ମିଳୁଛି । ଯାହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ । କରୋନା କାଳରେ ଯଦି … Read more