କଣ ଆପଣ ବି ଆଲୁମିନିୟମ୍ ଫଏଲ୍ ପେପର ରେ ଖାଦ୍ୟ ରଖି ଖାଇବାକୁ ବେଶୀ ପସନ୍ଦ କରନ୍ତି କି? ତେବେ ଆଜି ଆପଣଙ୍କୁ ଜଣାଇବୁ ଆଲୁମିନିୟମ୍ ଫଏଲ୍ ପେପରରେ ପ୍ୟାକ୍ ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ହେଉଥିବା ପାର୍ଶ୍ଵ ପ୍ରତିକ୍ରିୟା ବିଷୟରେ…
ଅଧିକାଂଶ ଲୋକ ଆଲୁମିନିୟମ୍ ଫଏଲ୍ ରେ ଖାଦ୍ୟ ପ୍ୟାକ୍ କରି ଅଫିସ୍ କୁ ମଧ୍ୟାହ୍ନ ଭୋଜନ ପାଇଁ ନିଅନ୍ତି। ଲୋକମାନେ ସାଧାରଣତ ଘରେ ବଳକା ରୁଟି ଏବଂ ପାରାଥାକୁ ମଧ୍ୟ ଏଥିରେ ପ୍ୟାକ୍ କରି ରଖନ୍ତି। ଲୋକମାନେ ବିଶ୍ଵାସ କରନ୍ତି ଯେ ଆଲୁମିନିୟମ୍ ଫଏଲ୍ ରେ ପ୍ୟାକ୍ ହୋଇଥିବା ଖାଦ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଵଛ ରହିଥାଏ। କିନ୍ତୁ ଆଲୁମିନିୟମ ଫଏଲରେ ପ୍ୟାକ୍ ହୋଇଥିବା ଖାଦ୍ୟ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଆଲୁମିନିୟମ୍ ଫଏଲ୍ … Read more