ଆପଣଙ୍କ କ୍ଷୀର ବିଶୁଦ୍ଧ କି ପାଉଡର ମିଶିଛି? ଆସନ୍ତୁ ଜାଣିବା ଏହି ସରଳ ପରୀକ୍ଷା ମଧ୍ୟମରେ…
ସମସ୍ତେ ଏକ ସୁସ୍ଥ ଏବଂ ସୁନ୍ଦର ଶରୀର ପାଇବା ପାଇଁ ଆଶା ରଖିଥାନ୍ତି। ଏଥିପାଇଁ ଆପଣଙ୍କୁ ନିଜର ଖାଦ୍ୟପେୟ ଉପରେ ଖାସ୍ ଧ୍ୟାନ ରଖିବାକୁ ପଡିଥାଏ। ଶରୀର ପାଇଁ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ। କ୍ଷୀର ଏହାର ଏକ ପ୍ରଧାନ ସ୍ରୋତ ଅଟେ। ପ୍ରାୟ ସମସ୍ତେ କ୍ଷୀର ଏବଂ କ୍ଷୀର ଜାତୀୟ ପଦାର୍ଥ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ, କ୍ଷୀରରେ ଅପମିଶ୍ରଣ ହେବା ଏକ ବଡ଼ ସମସ୍ୟା ଅଟେ। ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କ୍ଷୀରରେ ହେଉଥିବା … Read more