ବାରମ୍ବାର ମୁଣ୍ଡ ବିନ୍ଧିବା ଏହି ରୋଗର ସଂକେତ ବୋଲି ଜାଣିନିଅନ୍ତୁ। ଜମାରୁ ଅଣଦେଖା କରନ୍ତୁ ନାହିଁ ନଚେତ ଭୋଗିବେ ଏହିପରି ଅସୁବିଧା…

ଆଜିକାଲି ଅନେକ ଲୋକଙ୍କ ବାରମ୍ବାର ମୁଣ୍ଡ ବିନ୍ଧିବା ହେବା ଫଳରେ ସେମାନଙ୍କ ମାନସିକ ସ୍ଥିତି ମଧ୍ୟ ଧିରେ ଧିରେ ଖରାପ ହୋଇଚାଲିଛି। ମୁଣ୍ଡ ବିନ୍ଧା କୌଣସି ରୋଗର ସଂକେତ ହୋଇଥାଏ କି ଯାହା ଅଧିକାଂଶ ଲୋକେ ଜାଣିପାରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ କିଛି ଜରୁରୀ କଥା।

ଯଦି କୌଣସି ବ୍ୟକ୍ତିଙ୍କର ବାରମ୍ବାର ମୁଣ୍ଡ ବିନ୍ଧିବା ସମସ୍ୟା ରହିଛି ତାସହ ତାଙ୍କ ଶରୀରରେ ଥକାପଣ ଦେଖିବାକୁ ମିଲିଥାଏ । ଏହା ମାଇଗ୍ରେନ ରୋଗର ସଂକେତ ବୋଲି କୁହାଯାଏ । କାରଣ ଏହାକୁ ଅଣଦେଖା କଲେ ମୁଣ୍ଡ ବାରମ୍ବାର ବିନ୍ଧିବା ଆରମ୍ଭ ହୋଇଯାଇଥାଏ । ଫଳରେ ମୁଣ୍ଡରେ ଥିବା ସେଲ୍‌ସ ଦୁର୍ବଳ ହୋଇଥାଏ ଓ ରକ୍ତ ସଂଞ୍ଚାଳନ ଠିକ୍‌ ଭାବେ ହୋଇ ନ ଥାଏ । ଏହାର ପ୍ରଭାବରେ ସ୍ମରଣ ଶକ୍ତି ଉପରେ ପଡେ ।

ସେଥିପାଇଁ ମୁଣ୍ଡ ବିନ୍ଧାକୁ ଏକ ସାମାନ୍ୟ ଜିନିଷ କହି ଛାଡିବା ଅନୁଚିତ୍‌। ଲଗାତାର ଭାବେ ମୁଣ୍ଡ ବିନ୍ଧା ସମସ୍ୟାର ସାମ୍ନା କଲେ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିବା ନିହାତି ଆବଶ୍ୟକ। ଏହି ସମସ୍ୟାରୁ ଦୂର କରିବା ପାଇଁ ଡାକ୍ତର ଙ୍କ ପରାମର୍ଶରେ ପ୍ରତିଦିନ ମେଡିଟେସନ ମଧ୍ୟ କରିବା ଉଚିତ୍‌। ଏବଂ ଏହା ବ୍ୟତୀତ ସକାଳେ ଉଠି ପ୍ରତିଦିନ ଚାଲିବା ଉଚିତ୍‌। ଏହା ଦ୍ବାରା ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ଫଳରେ ମାଇଗ୍ରେନ ସମସ୍ୟା ଧିରେ ଧିରେ ଦୂର ହୋଇଥାଏ।

Leave a Comment