କରମଙ୍ଗା ଖାଇବା ଦ୍ଵାରା ଆମ ଶରୀରରୁ ଏହି ଭୟଙ୍କର ରୋଗ ଦୂର ହୋଇଥାଏ, ଜାଣନ୍ତୁ ଏହାର ଔଷଧୀୟ ଗୁଣ…

ସାଧାରଣ ଭାବରେ ଗ୍ରୀଷ୍ମ ଋତୁରେ ଅନେକ ପ୍ରକାରର ଫଳ ମିଳିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କିନ୍ତୁ ଆମେ ଏହି ଫଳ ରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣି ନଥାଉ। ତେବେ ଆସନ୍ତୁ ଜାଣିବା ଏଭଳି ଏକ ଫଳ ବିଷୟରେ ଯାହା ଆମ ଶରୀର ପାଇଁ ଅତନ୍ତ୍ୟ ଲାଭଦାୟକ।

ଏହି ଫଳ ସାଧାରଣ ଭାବରେ ସବୁ ସମୟରେ ଦେଖିବାକୁ ମିଳିନଥାଏ ଅଧିକାଂଶ ଏହା ଗ୍ରୀଷ୍ମ ହିଁ ଋତୁରେ ମିଳିଥାଏ । ଏହି ଫଳର ନାଁ ହେଉଛି କରମଙ୍ଗା। ଏହି ଫଳରେ ମଲଟିଭିଟାମିନ୍ ଗୁଣ ଥାଏ।

ଏହି ଫଳ ଖାଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଶାରିରୀକ ଦୁର୍ବଳତା ଥିବା ଲୋକେ ଏହି ଫଳ ସେବନ କରିବା ଦ୍ଵାରା ଅତାନ୍ତ୍ୟ ଫାଇଦା ମିଳିଥାଏ । ଏହା ଖାଇବା ଦ୍ବାରା ଶାରିରୀକ ଦୁର୍ବଳତା ହ୍ରାସପାଏ ।

କରମଙ୍ଗାରେ ଖାଇବା ଦ୍ଵାରା କ୍ୟାନସର୍ ଭଳି ମାରାତ୍ମକ ରୋଗ କୁ ଦୂର କରିବାରେ ସହାୟକ ହୋଇଥାଏ । କ୍ୟାନସରକୁ ରୋକିବାରେ ୧୦୦ପ୍ରତିଶତ କାମ ଦେଇଥାଏ ଏହି ଫଳ ।

Leave a Comment