ପାମେ ସମସ୍ତେ ଜାଣିଛେ ଜଳ ହିଁ ଜୀବନ। କିନ୍ତୁ ଆପଣ ଜାଣିଛନ୍ତି କି ପାଣି କୁ ବି ଠିକ ସମୟ ଏବଂ ଠିକ ପଦ୍ଧତିରେ ପିଇବା ନିହାତି ଜରୁରୀ, ନଚେତ ଶରୀର ପ୍ରତି କ୍ଷତିକାରକ ହୋଇପାରେ।
ପାଣି ପିଇବା ର ସଠିକ ସମୟ ଏବଂ ପଦ୍ଧତି :
- ସକାଳୁ ଉଠିବା ପରେ ପାଣି ପିଇବା ଦ୍ଵାରା ଶରୀର ଆକ୍ଟିଭ ହୋଇଥାଏ।
- ଶାରିରୀକ ପରିଶ୍ରମ (workout) ପରେ ପାଣି ପିଇବା ଦ୍ଵାରା ହାର୍ଟ ବିଟ ନର୍ମାଲ ରହିଥାଏ।
- ଗାଧୋଇ ଯିବା ଆଗରୁ ପାଣି ପିଇବା ଦ୍ଵାରା ବିପି ଠିକ ରହିଥାଏ।
- ଭୋଜନ କରିବାର ଅଧଘଣ୍ଟା ପରେ ପାଣି ପିଇବା ଦ୍ଵାରା ପାଚନ ମଜବୁତ ହୋଇଥାଏ।
- ପାଣି ସଦାବେଳେ ବସିକି ପିଇବା ଉଚିତ। ଠିଆ ହୋଇ ପାଣି ପିଇବା ଦ୍ଵାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇଥାଏ।