ପାଣି ପିଇବାର କିଛି ସମୟ ପରେ ପୁଣି ଶୋଷିଲା ଅନୁଭବ କରିବା ହୋଇପାରେ ଏହି କାରଣଗୁଡ଼ିକ :
ଶରୀରରେ ପାଣିର ଅଭାବ
ରକ୍ତରେ ଗ୍ଲୁକୋଜ ମାତ୍ରା ଅଧିକ ହେଲେ ଏହି ପ୍ରକାରର ଲକ୍ଷଣ ଦେଖାଯାଏ।
ଉଚ୍ଚ ରକ୍ତଚାପ ଦ୍ବାରା ଓଠ ଓ ପାଟି ଶୁଖିଲା ହୋଇଯାଏ।
ନିବାରଣ :
ଦିନକୁ 8 ରୁ 10 ଗ୍ଲାସ ପାଣି ପିଅନ୍ତୁ।
ବ୍ୟାୟାମ କରନ୍ତୁ।
ସନ୍ତୁଳିତ ଏହାର ଗ୍ରହଣ କରନ୍ତୁ।