ସକାଳ ଜଳଖିଆ ଖାଇବାର ଠିକ ସମୟ :
- ସକାଳ ଜଳଖିଆ ସବୁବେଳେ 7 ରୁ 8 ରେ କରିବା ଉଚିତ।
- ସକାଳ 10 ଟା ପରେ କେବେ ବି ଜଳଖିଆ ଖାଇବା ଉଚିତ ନୁହେଁ।
- ସକାଳୁ ଉଠିବାର 30 ମିନିଟ ମଧ୍ୟରେ କିଛି ନା କିଛି ଖାଇବା ନିହାତି ଜରୁରୀ ଅଟେ।
ଖରାବେଳେ ଖାଇବାର ଠିକ ସମୟ :
- ଖରାବେଳେ ଖାଇବାର ଠିକ ସମୟ ହେଲା 12 ରୁ 2 ମଧ୍ୟରେ।
- ଖରାବେଳ 4 ଟା ପରେ ଲଞ୍ଚ କରିବା ଉଚିତ ନୁହେଁ।
- ଜଳଖିଆ ଏବଂ ଲଞ୍ଚ ମଧ୍ୟରେ 4 ଘଣ୍ଟା ବ୍ୟବଧାନ ରହିବା ଜରୁରୀ।
ରାତ୍ରି ଭୋଜନ କରିବାର ଠିକ ସମୟ :
- ସବୁଠାରୁ ଭଲ ସମୟ ହେଲା 8 ରୁ 9 ମଧ୍ୟରେ।
- ରାତ୍ରି 10 ଟା ପରେ ଭୋଜନ କରିବା ଉଚିତ ନୁହେଁ।
- ରାତ୍ରି ଭୋଜନ ଏବଂ ଶୋଇବା ମଧ୍ୟରେ 2 ଘଣ୍ଟା ବ୍ୟବଧାନ ରହିବା ଉଚିତ।